#କଇଁ_କଇଁ_ହୋଇ_କାନ୍ଦିଲେ_ଟିଟଲାଗଡ଼_ପୌରାଧ୍ୟକ୍ଷା
#କାଉନସିଲ_ବୈଠକରେ_ମହିଳା_ଶିଶୁ_ବିକାଶ_ମନ୍ତ୍ରୀ_ଟୁକୁନି_ସାହୁଙ୍କ_ଦାଦାଗିରି
ମହିଳା ଅଧ୍ୟକ୍ଷାଙ୍କୁ ସର୍ବସମ୍ମୁଖରେ ଗାଳି କରିଥିବାର ସାଙ୍ଘାତିକ ଅଭିଯୋଗ। ଟିଟିଲାଗଡ ପୌର ପରିଷଦର ପ୍ରଥମ କାଉସିଲ୍ ବୈଠକରେ ଦେଖିବାକୁ ମିଳିଥିଲା କିଛି ଏପରି ଚିତ୍ର ।
#Municipalchairman #Minister #Tukunisahu #Dadagiri #Titilagarh #Councilmeeting #Odisha #ArgusNews