#ଆଦିବାସୀ_ମହିଳା_ଶ୍ରମିକଙ୍କ_ବ୍ୟାଙ୍କ_ଆକାଉଣ୍ଟରୁ_ଟଙ୍କା_ଚଳୁ
#ଅଭିଯୋଗର_ଆଠମାସ_ପରେ_ବି_କାର୍ଯ୍ୟାନୁଷ୍ଠାନ_ଶୂନ
ବ୍ୟଙ୍କ କର୍ମଚାରୀଙ୍କ ଅସାବଧାନତା ଓ ଖାମଖିଆଲି ମନଭାବ ପାଇଁ ଜଣେ ଗରିବ ଆଦିବାସୀ ମହିଳାଙ୍କ ଅର୍ଜିତ ଧନକୁ ଅନ୍ୟଜଣେ ମହିଳା ଉଠାଇ ନେଇଥିବା ଅଭିଯୋଗ ।
#Mayurbhanj #BankFraud #indigenouswomen #moneywithdrawn #ArgusNews