#ଏସଏଚଜି_ଗ୍ରୁପରେ_ବଡ_ଘୋଟାଲା
#ମହିଳା_ସଶକ୍ତିକରଣ_ନାରେ_ଲକ୍ଷ_ଲକ୍ଷ_ଟଙ୍କା_ଚଳୁ
ମହିଳାଙ୍କୁ ଅଧିକ ସଶକ୍ତିକରଣ କରାଯିବ। ବିନା ସୁଧରେ ଋଣ ଦିଆଯିବ। ଏଥିପାଇଁ ଗଠନ ହେଲେ ଏସଏଚଜି ଗ୍ରୁପ । ହେଲେ ଏହି ଗ୍ରୁପ ମାଧ୍ୟମରେ ଯେ କିପରି ସରକାରୀ ଅର୍ଥ ଆତ୍ମସାତ ହେଉଛି ତାହାର ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକରେ।
#Odisha #ArgusNews #SHGroup #scam