ଚଳିତବର୍ଷ ଆଶ୍ୱିନ ମାସ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଶକ୍ତି ପୀଠ ମାନଙ୍କରେ ଚାଲୁଛି ନବରାତ୍ର ପୂଜା । ବାଙ୍କୀର ଅଧିଷ୍ଟାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ମହାସପ୍ତମୀ ପୂଜା ଚାଲିଛି । ନୀତିକାନ୍ତିରେ ଚାଲିଛି ମା ଚର୍ଚ୍ଚିକା ଙ୍କ ବେଶ । ଆଜି ମା ଦୁର୍ଗା ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି
#Cuttack #Banki #MaaCharchika #NavaratraPuja #saptami #Rituals #Tradition #Odisha #ArgusNews