ମହାଳୟା ଉପଲକ୍ଷେ ମା ସମଲେଶ୍ବରୀଙ୍କ ଧବଳମୁଖି ବେଶ । ଏହି ବାର୍ଷିକ ନିଆରା ବେଶକୁ ଗଙ୍ଗା ଦର୍ଶନ ମଧ୍ୟ କୁହାଯାଏ । ଗତ ବର୍ଷ ମାନଙ୍କରେ ଭକ୍ତ ଶ୍ରଦ୍ଧାଳୁ ପ୍ରତ୍ୟକ୍ଷ ଭାବରେ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଏବଂ ସମଲେଇ ମନ୍ଦିର ଟ୍ରଷ୍ଟବୋର୍ଡର ନୂଆ ଗାଇଡ୍ ଲାଇନ ଅନୁସାରେ ଚଳିତ ବର୍ଷ ପ୍ରତ୍ୟକ୍ଷ ଭାବେ ଆସି ମାଙ୍କ ଦର୍ଶନ କରିପାରୁଛନ୍ତି
#Sambalpur #Mahalaya #Samaleswari #GangaDarshan #Guideline #SamaleswariTempleTrust #Odisha #WesternOdisha #ArgusNews