କେନ୍ଦ୍ରାପଡା ମାର୍ଶାଘାଇ କାନପୁର ଗାଁରେ ଅମାନବୀୟ ଘଟଣା । ୨ ମାସର ଶିଶୁପୁତ୍ରକୁ କୂଅକୁ ଫିଙ୍ଗି ମାରିଲା ମାଆ । ସତ୍ୟ ରଂଜନ ପରିଡ଼ାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପରିଡା ନିଜ ଜନ୍ମିତ ପୁଅକୁ ବିଳମ୍ବିତ ରାତିରେ ତଣ୍ଟିଚିପି ମାରିଦେଇଥିବା ଅଭିଯୋଗ ହୋଇଛି
#Kendrapada #marshaghai #childdeath #ArgusNews