ମାଗଣାରେ ଅକ୍ସିଜେନ ପ୍ରଦାନ କରୁଛନ୍ତି ବରିଡା ଗ୍ରାମର ଯୁବଗୋଷ୍ଠି
ଅକ୍ସିଜେନ ଅଭାବରୁ ଅନେକ ଲୋକ କରୋନାରେ ଅକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିବା ଯୋଗୁ ଏହାର ନିରାକରଣ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି।ଯୋଗାଡ଼ କରିଛନ୍ତି ୧୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ୭ ଗୋଟି ଅକ୍ସିଜେନ concentreto
#ArgusNews #Odisha #Ganjam #kabisurjyanagar #OxygenSupplier #Awareness #Corona