ମହାମାରୀ ବେଳେ ସାମ୍ନାକୁ ଆସିଛି ମାନବିକତା । କୁଚିଣ୍ଡାର ଶ୍ରୀଶ୍ୟାମ ମଣ୍ଡଳୀ ନାମକ ଏକ ସଂଗଠନ ଲୋକଙ୍କ ଅସଲ ବିପତ୍ତି ବେଳେ ବଢ଼ାଇଛି ସହଯୋଗର ହାତ । ସଂଗଠନର ସଦସ୍ୟମାନେ ନିଜ ପକେଟରୁ ଖର୍ଚ୍ଚକରି ନିଃଶୁଳ୍କରେ ଯୋଗାଇ ଦେଉଛନ୍ତି ୨୪ ଘଣ୍ଟିଆ ଅକ୍ସିଜେନ ସିଲିଣ୍ଡର ଓ ରନ୍ଧାଖାଦ୍ୟ
#ArgusNews #Odisha #Sambalpur #Kuchinda #GoodNews #Corona #Awareness #FoodDistribution