ଆମ ବାପାଙ୍କ ବାପାଙ୍କ ବାପାଙ୍କ ବାପା ଥିଲେ ପରା ମାଙ୍କଡ
କୁନି ଝିଅର ହନୁ ମାଙ୍କଡଙ୍କ ସହ ନିତି ଦିନିଆ ଖେଳ । କୋମଳମତି ଝିଅ ଜାଣିଛି ଭଲ ପାଇବା, ମାଙ୍କଡ ବି ବୁଝୁଛନ୍ତି ତା' ପ୍ରେମ । ଅଖି ଖୋସି ହୋଇଗଲା ଭଳି ଭାଇରାଲ ଭିଡିଓ ।
#ViralVideo #MoneyLover #Littlegirl #animalslove #Cutegirl #Odisha #ArgusNews