ବ୍ରାଉନ ସୁଗାର କାରବାରର ବେତାଜ ବାଦଶାହା ଲାଲନ ଶାହ । ପରଦା ପଛରେ ରହି ସାରା ରାଜ୍ୟରେ ଚାଲୁଥିବା ବ୍ରାଉନ ସୁଗାର ସିଣ୍ଡିକେଟକୁ ଅପରେଟ କରୁଥିଲା ଲାଲନ । ଭାଇଗିରି ସହ ରାତାରାତି କୋଟିପତି ହେବାର ନିଶା ତାକୁ ଧଳା ଜହର ସାମ୍ରାଜ୍ୟକୁ ଟାଣି ଆଣିଥିଲା
#balasore #Jaleswar #brownsugar #LalanShah #OdishaPolice #ArgusNews