ବିକାଶ ଠାରୁ ବହୁ ଦୂରରେ ଗଜପତି ଜିଲ୍ଲା । ସରକାରୀ ରେକର୍ଡରେ ଚାଲିଛି ବିକାଶ କାମ । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଆଉ ସ୍ଥିତି ଏମିତି ହୋଇଛି ଯେ, ସ୍ୱାଧୀନତାର 74 ବର୍ଷ ପରେ ବି ଏବେ ଦୋଳାରେ ବୁହା ହେଉଛନ୍ତି ରୋଗୀ।
#ArgusNews #Odisha #ArgusTv #Gajapati #RoadProblem