ମାଟି ତଳେ ମନ୍ଦିରର ପୃଷ୍ଠଭାଗ । ପ୍ରାଚୀନ ମନ୍ଦିରର ଚଟାଣ ଓ କିଛି ଭଗ୍ନାବଶେଷ ମଧ୍ୟ ମାଟି ତଳେ ପୋତି ହୋଇ ରହିଛି । ପୁରୁଣା ଭୁବନେଶ୍ବର ଶୁକଶାରୀ ମନ୍ଦିର ପ୍ରାଙ୍ଗଣରୁ ଏହି ବହୁମୂଲ୍ୟ ପଥର ଏବେ ମନ୍ଦିରର ଭଗ୍ନାବଶେଷ ମିଳିଛି । ୬ ମାସ ପୂର୍ବରୁ ଏଏସଆଇ ଏଠାରେ ଖନନ କାର୍ଯ୍ୟ ଚଳାଇଥିଲା ।
#Odisha #Argusnews #temple #OldTemple #ArchaeologicalSurveyofIndia #ASI #SukasariTemple