ସମ୍ବଲପୁରର କୁମ୍ଭାରପଡ଼ା ବହୁତ୍ ପୁରାତନ କାଳରୁ ଏଠାରେ ଅନେକ କୁମ୍ଭାର ପରିବାର ବସବାସ କରୁଥିଲେ।ସମ୍ବଲପୁରରେ ମିଳୁଥିବା ସମସ୍ତ ପ୍ରକାରର ମାଟି ତିଆରି ଜିନିଷକୁ ନେବା ପାଇଁ ପ୍ରଥମେ ସମସ୍ତେ ଏହି ପଡ଼ା କୁ ହିଁ ଆସିଥାନ୍ତି । ବର୍ତ୍ତମାନ କୁମ୍ଭାର ଙ୍କ ସଂଖ୍ୟା କମି ଯାଇଛି ସତ କିନ୍ତୁ ବୃତ୍ତି ଛାଡିନାହାଁନ୍ତି କୁମ୍ଭାର ପରିବାର
#Sambalpur #Clayware #Odisha #ArgusNews