#ମାଟ୍ରିକ_ପରୀକ୍ଷାର_ନୂଆ_ଢ଼ାଞ୍ଚା
ଚଳିତ ବର୍ଷ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଦଶମ ଶ୍ରେଣୀର ଫର୍ମାଟିଭ ଆସେସମେଣ୍ଟର ପରୀକ୍ଷା । ଏହି ପରୀକ୍ଷା ପୂର୍ବରୁ ବୋର୍ଡ କାର୍ଯ୍ୟାଳୟରେ ତାଲିମ ନେଉଛନ୍ତି ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ୯୬ ଜଣ ଶିକ୍ଷକ ଶକ୍ଷୟତ୍ରୀ ।
#boardexam #Matric #teacher #training #Odisha #ArgusNews