#ମାଡ଼_ସାଙ୍ଘାତିକ_ମାଡ଼
#ନିର୍ଘାତିଆ_ମାଡ଼_ଉଠୁଣୁ_ବସୁଣୁ_ମାଡ଼
#ରାଜଧାନୀରେ_ଚାଂଚଲ୍ୟ
ଯୁବକଙ୍କୁ ଅପହରଣ କରିବା ପରେ ବାପାଙ୍କୁ ଭିଡିଓ କଲ କରି ପୁଅକୁ ନିର୍ଧୁମ ପିଟିଲେ ଅପହରଣକାରୀ । ଟଙ୍କା ନଦେଲେ ପୁଅକୁ ପିଟି ପିଟି ମାରିଦେବେ ବୋଲି ଧମକ ଦେଲେ । ହନୁମାନ ପଇସା କାରବାରକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଂଚଳର ବିବେକାନନ୍ଦ ମାହାଳିକୁ ଅପହରଣ କରିଥିଲେ ଅପହରଣକାରୀ । ତେବେ ଶୁଣନ୍ତୁ ବିବେକାନନ୍ଦଙ୍କ ଅପହରଣ ପଛର ପୁରା କାହାଣୀ ।
#Kendrapara #Patkura #kidnapping #Attack #hanumancoin #odisha #ArgusNews