ଆସୁଛି ସାମୁଦ୍ରିକ ଝଡ଼ ଜୱାଦ୍ । ଆସନ୍ତା ୧୨ ଘଣ୍ଟାରେ ଏକ ଅବପାତରେ ରୂପାନ୍ତରିତ ହେବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ତଥା ୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଏକ "ବାତ୍ୟା" ରୂପ ନେଇପାରେ । ଏ ନେଇ ଦେଖନ୍ତୁ କଣ ରହିଛି ଗୋପାଳପୁର ଓ ଗଜପତିର ସ୍ଥିତି ।
#Cyclone #JawadCyclone #Puri #LowPressure #HeavyRainfall #Odisha #ArgusNews