#ମାନବପ୍ରେମୀ_ଆଦିତ୍ୟ_ଦାସଙ୍କ_ମୃତ୍ୟୁ_ସସପେନସ_ଉପରୁ_ହଟୁନି_ପରଦା।
ମାନବପ୍ରେମୀ ଆଦିତ୍ୟ ଦାସଙ୍କର ମୃତ୍ୟୁ ହେଲା କିଭଳି, ହତ୍ୟା ନା ଆତ୍ମହତ୍ୟା, କିଏ ଏଥିପାଇଁ ଦାୟୀ, ଏମିତି ଅନେକ ପ୍ରଶ୍ନ ଭିତରେ ପୁଣି କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନ ଉଠାଇଛନ୍ତି ଆଦିତ୍ୟଙ୍କ ମା । ପୁଣିଥରେ ବିଦ୍ୟାଶ୍ରୀଙ୍କ ସନ୍ଦେହ ଘେରକୁ ଟାଣିଛନ୍ତି ଆଦିତ୍ୟଙ୍କ ମା
#justiceforaditydas #ArgusNews #Odisha #ArgusNewsTV #AdityaDas #MurderMystery