ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକର ଜାତୀୟ ରାଜପଥ ୨୬ ମହଗାଁଠାରେ ଏକ ମାନସିକ ଭାରସାମ୍ୟ ହରାଇ ଥିବା ମହିଳା ଜଣକ ବସବାସ କରୁଛି । କିନ୍ତୁ ଏକ ଦୁଃଖର ବିଷୟ ଏହାକି, କୁଢ଼ କୁଢ଼ ଆବର୍ଜନା ରହିଥିବା ସ୍ଥାନରୁ ପଚାସଢା ଖାଦ୍ୟପେୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି
#bolangir #saintala #NH26 #mentalydisorder #women #ArgusNews