କରଞ୍ଜିଆ ଥାନା ମିରିଗି ନାଣ୍ଡି ପଂଚାୟତର ହାତିବାରୀ କଲୋନୀ ସାହିରେ ଘଟି ଯାଇଥିବା ହତ୍ୟା କାଣ୍ଡର ଆଜି ୧୧ ଦିନ କିନ୍ତୁ ପୋଲିସ ଆଜି ସୁଦ୍ଧା ହତ୍ୟାକାରିଙ୍କୁ ଧରିବାରେ ଵିଫଳ । ଏନେଇ ଗାଁ ସାଥିର କର୍ମକର୍ତା ଆଜି ମାନିନୀ ନାୟକଙ୍କ ଘରେ ପହଂଚି ମାନିନୀ ନାୟକଙ୍କ ସ୍ୱାମୀଙ୍କୁ ସମବେଦନା ଜଣାଇବା ସହିତ । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି ।
#ArgusNews #ArgusNewsTV #Odisha #KARANJIA #Manini #murder