#ଲୁଟ୍_ଲୁଟ୍_ମହାଲୁଟ
#ରାଜସ୍ୱ_ଲୁଟିବା_ପାଇଁ_ସରକାର_କରିଛନ୍ତି_କି_ସାହଣମେଲା !
ରାଜସ୍ୱ ବିଭାଗ ଦେଖୁଛି । ରାଜସ୍ୱ କର୍ମଚାରୀ ବି ଦେଖୁଛନ୍ତି । ରାଜ୍ୟରେ ଖୁଲମଖୁଲା ଚାଲିଛି ଧଳାହୀରା ଲୁଟ୍ । ପ୍ରଶାସନ, ରାଜନେତା, ପୋଲିସଙ୍କ ସୁରକ୍ଷା ବଳୟରେ ରାଜ୍ୟରେ ମାତିଛନ୍ତି ବାଲିମାଫିଆ । ପ୍ରତିଦିନ ରାଜ୍ୟରୁ ହଜାର ହଜାର ଟ୍ରକ ବାଲି ବେଆଇନ୍ ଭାବେ ଚାଲାଣ ହେଉଥିବା ବେଳେ ସରକାର କାହିଁକି ନୀରବ ତାହାକୁ ନେଇ ଉଠିଛି ପ୍ରଶ୍ନ ?
#SandMining #ScamAlert #scams #Odisha #ArgusNews #SandMafia #RevenueDepartmentOdisha #Jajpur #TAHASILDAR