#ମାରାତ୍ମକ_ହେଲାଣି_ବାୟୁ_ପ୍ରଦୁଷଣ
ଶୋବଳା ଗାଁରେ ମାରାତ୍ମକ ହେଲାଣି ବାୟୁ ପ୍ରଦୁଷଣ । 50% ଗ୍ରାମବାସୀ ଚକ୍ଷୁ ଓ କିଡନି ରୋଗରେ ଆକ୍ରାନ୍ତ । କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ସୀମାରେ ଥିବା ଏହି ଗାଁରେ ଛୋଟ ପିଲାଙ୍କଠୁ ଆରମ୍ଭ କରି ଯୁବକ ଯୁବତୀ ବୃଦ୍ଧବୃଦ୍ଧା ଚକ୍ଷୁ କିଡନି ସମେତ ଆଣ୍ଠୁଗଣ୍ଠି ବାତରୋଗରେ ଆକ୍ରାନ୍ତ କଳକାରଖାନାରୁ ବାହାରୁଥିବା ଗ୍ୟାସ ପାଇଁ ରୋଗ ବଢୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ !
#polution #kendrapad #jagatshingpur #eyeproblem #Kidney #healthissue #sobala #industry #villagers #Odisha #ArgusNews