ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରାଜଧାନୀ ଭୁବନେଶ୍ବର ଆସୁଥିବା ଲୋକମାନଙ୍କର ସପିଂ ପାଇଁ ପ୍ରଥମ ପସନ୍ଦ ମାର୍କେଟ ଵିଲ୍ଡିଂ । ଧନୀଠୁ ଗରିବ, କଲେଜ ପଢୁଆଠୁ ଆରମ୍ଭ କରି ସାଧାରଣ ଲୋକେ ସନ୍ଧ୍ୟା ହେଲେ କିଣାକିଣି ହେଉ ଅବା ବୁଲିବା ପାଇଁ ଏଠାରେ ଭିଡ ଜମାନ୍ତି ।
#Bhubaneswar #marketbuilding #collegestudent #BMC #Beautification #Odisha #ArgusNews