#ମାର୍ଚ୍ଚ_ପରେ_କୋରୋନା_ମହାମାରୀ_ନୁହେଁ_ବେମାରୀ !
#ଆଇସିଏମଆର_ବୈଜ୍ଞାନିକଙ୍କ_ଆକଳନ
#ମାର୍ଚ୍ଚ_11_ପରେ_କୋରୋନାରୁ_ମିଳିପାରେ_ଆଶ୍ବସ୍ତି
ଆଇସିଏମଆର ବୈଜ୍ଞାନିକଙ୍କ ମତରେ ଓମିକ୍ରନ ସଂକ୍ରମଣ ଏହି ଗତିରେ ଜାରି ରହେ ଏବଂ ଏହା ଡେଲଟାକୁ ରିପ୍ଲେସ କରେ ଏବଂ ଆଗକୁ ଆଉ କୌଣସି ନୂଆ ଭ୍ୟାରିଏଣ୍ଟ ଆସେନାହିଁ ତେବେ ଏଭଳି ସମ୍ଭାବନା ରହିଛି । କୋରୋନାକୁ ଆଉ ମହାମାରୀ ନୁହେଁ ବେମାରୀ କୁହାଯିବ ।
#COVID19 #coronavirus #Omicron #ICMR #scientists #infection #Odisha #ArgusNews