ମାଲକାନଗିରି ପଂଚାୟତ ନିର୍ବାଚନରେ ପରିବାର ରାଜନୀତି !
ଗୋଟିଏ ପଦବୀ ପାଇଁ ତିନିଭାଇଙ୍କ ହେଉଛି ତ୍ରିମୁଖୀ ଲଢେଇ। ମାଥିଲି ବ୍ଲକ ନାୟକଗୁଡା ପଂଚାୟତର ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ଭରିଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ ଓ ଦୁଇ ପୁତୁରା । ପଞ୍ଚାୟତ ପଲିଟିକ୍ସରେ ଭାଇଭାଇଙ୍କ ଏହି ତ୍ରିମୁଖି ଲଢେଇ ନିର୍ବାଚନୀ ମାହୋଳକୁ ଆହୁରି ରୋଚକ କରିଛି
#malkanagiri #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews