ସତ୍ୟର ହେଲା ବିଜୟ । ଶେଷରେ ମାଲକାନଗିରିରେ ଗିରଫ ୫ ସାମ୍ବାଦିକଙ୍କୁ ମିଳିଲା ଜାମିନ । ଜେଲରୁ ମୁକୁଳିଲେ ସାମ୍ବାଦିକ । ଅର୍ଗସ ପ୍ରତିନିଧି ବିକ୍ରମ କେଶରୀ ସ୍ବାଇଁ ଓ କ୍ୟାମେରାମ୍ୟାନ ରାହୁଲ ଗୋଲରିଙ୍କୁ ମିଳିଥିଲା ଜାମିନ ।
#Malkanagiri #odishapolice #Journalist #Release #jail #Odisha #ArgusNews