#ମାଲକାନଗିରିରେ_ସ୍ବାଭିମାନୀ_ଲୋକଙ୍କୁ_ମିଳିଲା_ସ୍ବାସ୍ଥ୍ୟସେବାର_ସୁରକ୍ଷା_କବଚ
ସୀମା ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା । ଯେଉଁଥିରେ ରହିଛି ଅତ୍ୟାଧୁନିକ ମେଡିକାଲ ସାମଗ୍ରୀ, ଅକ୍ସିଜେନ ସପୋର୍ଟ ସିଷ୍ଟମ। ଖାଲି ସେତିକି ନୁହେଁ ଆମ୍ବୁଲାନ୍ସ ପାଇଁ ସବୁବେଳେ ପ୍ରସ୍ତୁତ ରହିଛନ୍ତି 2 ଜଣ ଡାକ୍ତର । ସେବା ସମ୍ପୂର୍ଣ୍ଣ ନିଶୁଳ୍କ ହୋଇଥିବା ବେଳେ ଏଥିପାଇଁ ବିଏସଏଫ୍ ପକ୍ଷରୁ ସ୍ବତନ୍ତ୍ର ମୋବାଇଲ ନମ୍ବର ଜାରି କରାଯାଇଛି( ଗ୍ରାଫିକ୍ସ 9437162628) ।
#Malkangiri #Ambulance #BSF #doctor #protection #Odisha #ArgusNews