#ମାଲକାନଗିରିର_ଦୁଇ_ବଦନାମ_କଲେକ୍ଟର
ମାଲକାନଗିରିର ଦୁଇ ବଦନାମ କଲେକ୍ଟର। ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ପ୍ରକାର ଦୁର୍ନିତି ଓ ହତ୍ୟା ଘଟଣା ଭଳି କେସ୍କୁ ନେଇ ଦୁଇ ଦୁଇଟି ଜିଲ୍ଲାପାଳ ବଦଳି ହୋଇଛି। ହେଲେ କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ବର୍ତମାନ ସରକାରଙ୍କ ଆଡକୁ ଉଠିଛି ଅଙ୍ଗୁଳି
#Malkangiri #Collector #Frud #Scam #Odisha #ArgusNews