ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଜିଲ୍ଲା ପାହ୍ୟାର ଅଣତିରିଶି ବର୍ଷର ଫୁର୍ତ୍ତିରେ ପାଦ ଦେଇ ଥିବା ବେଳେ ସରକାରଙ୍କ ଯୋଜନା ଆଜିବି ଲୋକଙ୍କ ପାଖରେ ଅପହଞ୍ଚ l ଦୀପ ତଳ ଅନ୍ଧାର ଭଳି ଆଯିବି ଜିଲ୍ଲା ସଦର ମହାକୁମାର ଚାରୋଟି ପଞ୍ଚାୟତକୁ ନାହିଁ ଭଲ ସଡ଼କ ବ୍ୟବସ୍ଥା, ଅସରାଏ ବର୍ଷାରେ ବେହାଲ ହୋଇପଡୁଛି ଚାରୋଟି ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା l
#InaccessibleArea #Malkangiri #RoadProblem #Panchayat #Odisha #ArgusNews