ମାଲକାନଗିରି ଜିଲ୍ଲାରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ବିପୁଳ ସମ୍ବର୍ଦ୍ଧନା । ନିଜ କର୍ମଭୂମି ବାଲିମେଳାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ସ୍ଥାନୀୟ ଅଧିବାସୀ । କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଯେତେବେଳେ ବାଲିମେଳାରେ ଥିବା OHPCରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ସେ ସମୟରେ ବହୁ ଲୋକଙ୍କୁ ସାହାଯ୍ୟର ହାତ ବଢାଇଥିଲେ
#Malkangiri #UnionMinister #BishweswarTudu #Odisha #ArgusNews