ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଉରକେଲାରେ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ମାଲକାନଗିରି ପରେ ରାଉରକେଲାରେ ବଣ୍ଟନ କରାଯାଇଛି ଏହି କାର୍ଡ । ସରକାର କହୁଛନ୍ତି, ରାଜ୍ୟର ବଡ ବଡ ହସ୍ପିଟାଲରେ ପୁରୁଷଙ୍କୁ ୫ ଲକ୍ଷ, ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ।
#Malkangiri #rourkela #bijuhealthsmartcard CMO Odisha #help #medical #Odisha #ArgusNews