ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଥିଲା । ପୋଲିସର ଏନକାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଏହି ମାଓବାଦୀଙ୍କ ମଧ୍ୟରେ ଦୁଇ ପୁରୁଷ ମାଓବାଦୀ ଏବଂ ଜଣେ ମହିଳା ମାଓବାଦୀର ମୃତ ଦେହକୁ ଉଦ୍ଧାର କରିଛି ପୋଲିସ ।
#Malkangiri #police #attack #Odisha #ArgusNews