ମାଲକାନଗିରି ବାସିଙ୍କୁ ଅଣଦେଖା ହେଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କୁ ସ୍ଵାଗତ । ପୋଲାଭରମ ପ୍ରକଳ୍ପରେ କ୍ଷତି ଗ୍ରସ୍ତ ହେଉଛି ଓଡିଶାର ମାଲକାନଗିରି ଜିଲ୍ଲା । କିନ୍ତୁ ଓଡ଼ିଶା ସରକାର ମାଲକାନଗିରି ବାସିଙ୍କ ସ୍ୱାର୍ଥ ପାଇଁ କଣ ପଦକ୍ଷେପ ନେବେ ତାକୁ ଜଗି ବସିଛନ୍ତି ମାଲକାନଗିରି ବାସିନ୍ଦା ।
#AndhraPradesh #Odisha #JaganMohanReddy #Malkangiri #PolavaramProject #ArgusNews