#ମାଳମାଳ #ଗୁଟଖା
#ଗୁଟଖା_ରାକ୍ଷାସଙ୍କ_ଉପରେ_ମେହରବାନ୍_ସରକାର
#2013ରୁ_ବ୍ୟାନ୍, #ହେଲେ_ସବୁ_ଦୋକାନରେ_ମାଳ_ମାଳ_ସଫଳ_ବିମଲ
ଗୁଟଖା ରାକ୍ଷାସଙ୍କ ଉପରେ ମେହରବାନ୍ ରାଜ୍ୟ ସରକାର । 2013 ମସିହାରୁ ରାଜ୍ୟରେ ଗୁଟଖା ଉତ୍ପାଦନ, ବିକ୍ରି ବ୍ୟାନ୍ ନେଇ ବିଜ୍ଞପ୍ତି ଆସିଥିଲା । ହେଲେ ଓଡ଼ିଶାରେ ସବୁ ଦୋକାନରେ ବେଧଡକ ବିକ୍ରି ହେଉଛି ମାଳ ମାଳ ସଫଳ, ବିମଲ । କାହିଁକି ହେଉନି ଆକ୍ସନ୍ । ଗୁଟଖା କାରଖାନା ମାଲିକଙ୍କଠୁ ଚାନ୍ଦା ଖାଇ ନରମ କି ଶାସକ-ପ୍ରଶାସକ ?
#Sambalpur #Gutkhafactory #fireaccident #police #Arrest #WorkerDeath #OdishaCM #protection #Odisha #ArgusNews