ମାଳ ମାଳ ଯୋଜନା, ସବୁଥିରେ ‘ମୋ’ ସିମ୍ବଲ । ମୋ ସ୍କୁଲ, ମୋ ସାଇକେଲ, ମୋ ସାଇକେଲ ଭଳି ମୋ ଲଗିଆ ଯୋଜନା କରି ଆମ ସରକାର ବାହାବା ନେଉଛନ୍ତି । ହେଲେ ସତ କହିଲ, ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଆଜି ପର୍ଯ୍ୟନ୍ତ ମୋ ଟଇଲେଟ ବା ମୋ ଶୁଶୁଖାନା ଯୋଜନା କରିପାରିଲେ ନାହିଁ ।
#mosarkar #scheme #odishagovt #ArgusNews