#ପାଣିରେ_ପଡିଲା_ଲକ୍ଷଲକ୍ଷ_ଟଙ୍କା ।
ଆମେ କହୁଛି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଗେଙ୍ଗୁଟି ନଦୀବନ୍ଧର କଥା । ଆଗକୁ ମୌସୁମୀ ଆସିବା ନେଇ ପାଣିପାଗ ପୂର୍ବାନୁମାନ କରିଥିବା ବେଳେ ବନ୍ଧର ଅବସ୍ଥାକୁ ନେଇ ଏବେ ହଜିଯାଇଛି ପାଖାପାଖି 500 ପରିବାରଙ୍କ ନିଦ
#ArgusNews #Odisha #NewsChannel #ArgusNewsTV #Bhadrak #Road_Problem