ଦିନେ କି ଦୁଇ ଦିନ ନୁହଁ... ପ୍ରାୟ ମାସେ ହେବ ମିଳୁନି କରୋନା ଆକ୍ରାନ୍ତଙ୍କ ଖୋଜଖବର । କେଉଁଠି ଅଛନ୍ତି, କେମିତି ଅଛନ୍ତି ସେ ବିଷୟରେ ପରିବାର ଲୋକଙ୍କ ପାଖରେ ନାହିଁ ଖବର । ପରିବାରର ମୁଖିଆଙ୍କୁ ଖୋଜି ନୟାନ୍ତ ହେଲେଣି ପରିବାର ସଦସ୍ୟ
#ArgusNews #Odisha #NewsChannel #ArgusNewsTV #Angul #Covid_patient #Missing