ମାସ୍କ ବାଣ୍ଟି ବିବାଦରେ ବାଙ୍କୀ ବିଜେଡ଼ି ବିଧାୟକ ।
ମାଗଣାରେ ମାସ୍କ, ସାନିଟାଇଜର ବଣ୍ଟାଯାଇଛି । ଏ ଖର୍ଚ୍ଚ ଅନ୍ୟ କେହି ନୁହଁନ୍ତି, ଖୋଦ୍ ବାଙ୍କୀ ବିଧାୟକ ନିଜ ବିଧାୟକ ପାଣ୍ଠିରୁ କାଢ଼ି ଖର୍ଚ୍ଚ କରିଛନ୍ତି । ମାତ୍ର ମାସ୍କ, ସାନିଟାଇଜର ବଣ୍ଟନ ବାହାନାରେ ବିଧାୟକ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି ।
#ArgusNews #Odisha #Cuttack #Banki #BJD #MLA #Mask #controversy