ନାହିଁ ନାହିଁ ରେ ଚାଲିଛି ମାହାଙ୍ଗା ସରକାରୀ ପ୍ରାଣୀ ଚିକିତ୍ସାଳୟ । ନା ମିଳୁଛି ମାଗଣା ଔଷଧ ନା ମିଳୁଛି ଉତ୍ତମ ପଶୁ ଚିକିତ୍ସା । ସରକାରୀ ଏଲ ଆଇ ମାନେ ଟଙ୍କା ନେଇ ଯୋଗାଉଛନ୍ତି ସ୍ଵାସ୍ଥ୍ୟ ସେବା । ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକମାନେ। ପଶୁମାନଙ୍କ ପାଇଁ ସରକାରଙ୍କ ତରଫରୁ ମାଗଣା ଔଷଧ ଯୋଗାଇ ଦିଆଯାଉଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦା ଏଥିରୁ କିନ୍ତୁ ବଞ୍ଚିତ ରହୁଛନ୍ତି
#Cuttack #Mahanga #GovernmentVeterinaryHospital #Allegation #ArgusNews