ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୋଡାମରାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମନରେଗା ଯୋଜନାରେ ଦୁର୍ନୀତି ର ଖବର ସ୍ଥାନୀୟ କିଛି ବାସିନ୍ଦା ଙ୍କ ଠାରୁ ସୂଚନା ପାଇଲା ପରେ ଜଣେ ଦାୟିତ୍ଵ ପୁଣ୍ୟ ଗଣମାଧ୍ୟମ ପ୍ରତିନିଧି ହିସାବରେ ଉକ୍ତ ଘଟଣା ସ୍ଥଳକୁ ଯାଇ ଖବର ର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲୁ। ସ୍ଥାନୀୟ ଅଭିଯୋଗକାରୀ ବାସିନ୍ଦା ଏବଂ ସଂପୃକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ଠାରୁ ପ୍ରତିକ୍ରିୟା ଏବଂ ସରକାରୀ ଦସ୍ତାବିଜ ଏଇଆ ପ୍ରମାଣିତ କରୁଛି କି ଏଠାରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଛି।
#Cuttack #Mahanga #ManaregaScam #Odisha #ArgusNews