#ସିଡିଆର୍_ଦାଖଲ_ପାଇଁ_କାହିଁକି_ଡରୁଛି_ପୋଲିସ ?
#ସିଡିଆର_ନଦେବାକୁ_କାହିଁକି_ଅମଙ୍ଗ_ମାହାଙ୍ଗା_ପୋଲିସ ?
ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ପୁଣି ପୋଲିସକୁ କୋର୍ଟଙ୍କ ଝଟକା । ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶର ପୁନର୍ବିଚାର ପାଇଁ ମାହାଙ୍ଗା ପୋଲିସ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଏଡିଜେ କୋର୍ଟ। ବାରମ୍ବାର କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମାହାଙ୍ଗା ପୋଲିସ ସିଡିଆର ଦାଖଲ ନେଇ ଟାଳଟୁଳ ନୀତି ଆପଣେଇବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି
#Cuttack #Mahanga #MahangaDoubleMurder #Court #Odisha #ArgusNews