ଅର୍ଗସରେ ମାହାଲିଙ୍ଗ ମହାଖୁଲାସା
ମାହାଲିଙ୍ଗରେ ପୁଅ ମାନେ ବି ହୋଇଥିଲେ ଯୌନ ଶୋଷଣର ଶିକାର
ମହାଲିଙ୍ଗର ମହାଖୁଲାସା। କେବଳ ଝିଅ ନୁହଁନ୍ତି ପୁଅମାନେ ବି ଯୌନ ଶୋଷଣର ଶିକାର ହେଉଥିଲେ। ଅର୍ଗସକୁ ଏକ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ଛାତ୍ର ଜଣଙ୍କ କହିଛନ୍ତି, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବହୁବାର କଲେଜ ଆସିଥିଲେ । ଲେଡିଜ୍ ହଷ୍ଟେଲରେ ମନ୍ତ୍ରୀ ଓ ଗୋବିନ୍ଦଙ୍କ ପାଇଁ ଅଲଗା କ୍ବାର୍ଟର ରହିଥିଲା ।
#MamitaMurderCase #JusticeforMamita #GovindSahu #DibyaShankarMishra #Protest #strike #Odisha #ArgusNews #bolangir