ଶ୍ରୀକ୍ଷେତ୍ର ରେଜେଶ୍ବରୀ ମା’ ବିମଳା ଠାକୁରାଣୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏ କ୍ଷେତ୍ରର ଭୈରବ ହେଲେ ମା’ ହେଉଛନ୍ତି ଭୌରବୀ। ଯାହାଙ୍କ ପାଖରେ କାଳିଆ ଠାକୁରଙ୍କ ଶଙ୍ଖୁଡ଼ି ଭୋଗ ନିବେଦିତ ହେଲା ପରେ ହୋଇଯାଏ ମହାପ୍ରସାଦ। ମୂଳାଷ୍ଟମୀ ଅବସରରେ ସେହି ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ଆରମ୍ଭ ହୁଏ। ଯାହା ଆଶ୍ୱିନ ଶୁକ୍ଳନବମୀ ପର୍ଯ୍ୟନ୍ତ ଚାଲେ ।
#Puri #bimalatemple #jagannath #Odisha #ArgusNews