ମା'କାଳିଜାଇଙ୍କ ପିଠରେ ଜାରି ହେବ ୧୪୪ଧାରା । କାଲି ମକର ସଂକ୍ରାନ୍ତି ପାଇଁ ଜିଲ୍ଲାପ୍ରସାଶନ ତରଫରୁ ଜାରି କରାଗଲା କଟକଣା। ୧୪ ତାରିଖ ସକାଳ ୫ଟାରୁ ଜାରିହେବ କଟକଣା। ଚଳିତ ବର୍ଷ ଫିକାପଡିବ ମା' କାଳିଜାଇଙ୍କ ବଡପର୍ବ ।
#chilika #kalijai #curfew #makarsankranti #covidguidelines #Devotees #ArgusNews