ଛୋଟ ବେଳୁ ନିଜ ମା କୁ ହରାଇଥିବା ଜୟନ୍ତ ସ୍ବପ୍ନ ଦେଖିଥିଲେ ଇଞ୍ଜିନିୟର ପାଠ ପଢିବେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ବାପା ଦିନମଜୁରିଆ ହୋଇଥିବାରୁ ପୁଅକୁ ନେଇ ଉତ୍କଳ ବାଳାଶ୍ରମରେ ଛାଡିଦେଇଥିଲେ । ହେଲେ ଜୟନ୍ତଙ୍କ ଙ୍କ ଅଦ୍ୟମ ଇଚ୍ଛା ଶକ୍ତି ତାଙ୍କୁ ଆଜି ସଫଳତାର ସ୍ବାଦ ଚଖାଇଛି ଆଉ ତାଙ୍କ ସ୍ବପ୍ନ ପୁରା କରିବାରେ ସାହାଯ୍ୟ କରିଛି ଉତ୍କଳ ବାଳାଶ୍ରମ ।
#UtkalBalashram #Odisha #ArgusNews #engineer #Engineeringstudies