ସ୍ବାଧୀନତା ର ୭୫ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ କେନ୍ଦୁଝର ଜିଲ୍ଲା । ଜିଲ୍ଲା ର ହକ ପାଇଁ ୪ ଦଫା ଦାବି ନେଇ ମା ଧନେଇ ସେବା ସଂଘ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ରୁ ପଦଯାତ୍ରା ଆରମ୍ଭ କରାଯାଇଛି । ପଦଯାତ୍ରା କରି ଅକ୍ଟୋବର ୮ ତାରିଖ ଦିନ ନବୀନ ନିବାସରେ ଜିଲ୍ଲା ର ୪ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯିବ
#Keonjhar #Gandhijayanti #Walk #Odisha #ArgusNews