#ସଙ୍କଟ_ମୋଚନ_ରୂପରେ_ସଙ୍କଟ_ହରିବେ_ମା'
ମହାବୀରଙ୍କ ଅବତାରରେ ପୂଜା ପାଇବେ ଜଗତଜନନୀ ମା' ଦୁର୍ଗା । 12 ବର୍ଷ ଧରି ଏଭଳି ନିଆରା ଢଙ୍ଗରେ ନୟାପଲ୍ଲୀ ନୂଆସାହି ପୂଜା ମଣ୍ଡପରେ ପୂଜା ପାଇଥାନ୍ତି ମା' । ପ୍ରଥମେ ମା' ବିମଳାଙ୍କ ଠାରୁ ଆଜ୍ଞା ମାଳ ଆସିବା ପରେ ସପ୍ତମୀରୁ ଆରମ୍ଭ ହେବ ମହାବୀରଙ୍କ ପୂଜାର୍ଚ୍ଚନା ।
#bhubaneswar #Nayapalli #durgapuja #Hanuman #Odisha #ArgusNews