ଦେହରୁ ବଳ ଭାଙ୍ଗି ଗଲାଣି । ପାଣି ମୁନ୍ଦେ ପିଇବାକୁ ବି ସକ୍ଷମ ନୁହଁନ୍ତି କଟକ ଆଠଗଡ଼ ବ୍ଲକ ନୂଆବନ୍ଧ ଗାଁର ଲାବଣ୍ୟ ମହାରଣା । ରୋଜଗାର କରି ସହରରେ ରହିବା ପରେ ବୁଢ଼ି ମାଆକୁ ଭୁଲିଯାଇଛନ୍ତି ପୁଅମାନେ । ସେବା ତ ଦୂରର କଥା ଶେଷ ସମୟରେ ମାଆକୁ ଦେଖିବାକୁ ବି ଆସୁ ନାହାନ୍ତି ଭେଣ୍ଡିଆ ପୁଅମାନେ ।
#ArgusNews #ArgusTv #Odisha #Cuttack #Athagarh #Helpless_Mother