#କାହା_ଉପରେ_ମାଡ଼_ହୋଇନି
#କାହିଁକି_ମିଛ_କହିଲେ_ଏସପି
ଗ୍ରାଉଣ୍ଡରେ ପୋଲିସର ବ୍ୟବହାର ଉଗ୍ର ଥିଲା ବେଳେ ଏସି ରୁମରେ ବସି ଆଉ ଗୋଟେ କଥା କହୁଛନ୍ତି କେନ୍ଦ୍ରାପଡ଼ା ଏସପି ମତକର୍ ସମ୍ବିତ । ଗୁରୁବାର ଖରସ୍ରୋତା ଆନ୍ଦୋଳନ ବେଳେ ଲାଠିଚାର୍ଜ କରିଥିଲା ପୋଲିସ । କିନ୍ତୁ ନିଜ କର୍ମଚାରୀଙ୍କୁ କ୍ଲିନଚିଟ୍ ଦେଇ ସେମାନେ ଭଲ କାମ କରିଥିବା କହି ପ୍ରଂଶସା କରିଛନ୍ତି ଏସପି ।
#ArgusNews #Odisha #kharasrotaprotest #Kendrapara #police #lathicharge #CmonMan