#ବିଧାୟକ_ପ୍ରଶାନ୍ତ_ଜଗଦେବଙ୍କ_ନାଁରେ_ସଙ୍ଗୀନ_ଦଫା
ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ସଙ୍ଗୀନ ଦଫା ଲାଗିଛି । କିନ୍ତୁ ନୋ ଆକ୍ସନ । ଏଯାଏଁ ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିନାହିଁ । ସଙ୍ଗୀନ ଦଫା ଲାଗିବା ପରେ ବି କାହିଁକି ହାତ ମାରୁନି ପୋଲିସ, ଏହାକୁ ନେଇ ଉଠିଛି ପ୍ରଶ୍ନ ।
#Khordha #Pipili #bjd #mla #complain #CMOOdisha #police #Odisha #ArgusNews