ତାଲିବାନ ଧୀରେ ଧୀରେ ତାର ଅସଲ ଚେହେରା ଦେଖାଇବା ଆରମ୍ଭ କରି ଦେଲାଣି । ତାଲିବାନ ପକ୍ଷରୁ ନୂତନ ମିଡିଆ ଗାଇଡଲାଇନ ଜାରୀ କରା ଯାଇଛି । ଏହି ଗାଇଡଲାଇନରେ ତାଲିବାନ ସ୍ପଷ୍ଟ ଭାବେ କହିଛି ଯେ ତାଲିବାନ ପ୍ରଶାସନ ଓ ସରକାର ବିରୁଦ୍ଧର କୌଣସି ମିଡିଆ ହାଉସ ବା ନ୍ୟୁଜ ଏଜେନ୍ସିକୁ ଖବର ପ୍ରକାଶିତ ବା ପ୍ରସାରିତ କରିବାକୁ ଅନୁମତି ଦିଆ ଯିବ ନାହିଁ
#Socialmedia #taliban #restriction #mediaguidelines #ArgusNews